ଇ-ରୋଗ ପୋକ ସର୍ବେକ୍ଷଣ ଓ ପୋକ ପରିଚାଳନା (ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା)

e-Pest Surveillance and Pest Management (under RKVY)

କୃଷି ଓ କୃଷକ ସଶକ୍ତିକରଣ ବିଭାଗ
ଓଡିଶା ସରକାର
Department of Agriculture & Farmers' Empowerment
Government of Odisha

Error message

Warning: Creating default object from empty value in ctools_access_get_loggedin_context() (line 1411 of /var/www/html/sites/all/modules/ctools/includes/context.inc).
All VAWs are requested to enter e-Pest Surveillance data and light trap data timely (from Monday to Thursday upto 12.00 pm) in e-Pest mobile app every week. All AAOs are requested to enter e-Pest Roving surveillance data timely (from Thursday 12.00 pm to Friday 2.00 pm) in AAO Portal every week
Card image

ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ

ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ

Card image

ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ଭା.ପ୍ର.ସେ.

କମିଶନର ତଥା ଶାସନ ସଚିବ

Card image

ଶ୍ରୀ ଶୁଭମ ସକ୍ସେନା, ଆଇ.ଏ.ଏସ୍

ନିର୍ଦ୍ଦେଶକ

ଇ-ରୋଗ ପୋକ ବିଷୟରେ

ଫସଲ ଉତ୍ପାଦନ ଓ ଉତ୍ପାଦକତା ନିମିତ୍ତ ରୋଗପୋକ ପରିଚାଳନାର ବିଶେଷ ଭୂମିକା ରହିଛି | ସଠିକ୍ ସମୟ ଓ ଉପାୟରେ ରୋଗପୋକ ପରିଚାଳନା ଦ୍ଵାରା ଫସଲ ପରିବେଷ୍ଟନୀରେ ଉପକାରୀ ପରଭୋଜୀ ଓ ପରାଶ୍ରୟୀ ପୋକମାନଙ୍କର ବଂଶବୃଦ୍ଧି ହେବା ସହିତ ଫସଲକୁ ଅନେକ କ୍ଷତିକାରକ ରୋଗପୋକ ଆକ୍ରମଣରୁ ରକ୍ଷା କରାଯାଇଥାଏ | ଏହି ରୋଗପୋକ ପରିଚାଳନାକୁ ଠିକ୍ ସମୟରେ ଓ ସଠିକ୍ ଭାବେ ଉପଯୋଗ ନିମିତ୍ତ ସର୍ବେକ୍ଷଣର ଆବଶ୍ୟକତ ରହିଛି | ସର୍ବେକ୍ଷଣ ଦ୍ଵାରା ରୋଗପୋକକୁ ଠିକ୍ ଭାବେ ଚିହ୍ନି ହୁଏ ଓ ଉପକାରୀ ପୋକମାନଙ୍କ ସଂଖ୍ୟା ଜାଣି ହୁଏ, ଫଳରେ ଏକ ପରିବେଶ ମିତ୍ର ପରିଚାଳନା ପଦ୍ଧତି ପ୍ରୟୋଗ ମାଧ୍ୟମରେ ସ୍ୱଳ୍ପ ବ୍ୟୟରେ ରୋଗପୋକଙ୍କୁ ନିୟନ୍ତ୍ରଣରେ ରଖାଯାଇଥାଏ | ଏହାକୁ ସହଜରେ ଚାଷୀ କ୍ଷେତରେ ଉପଯୋଗ କରିବା ପାଇଁ ୨୦୧୦ ମସିହାରୁ ଇ-ରୋଗପୋକ ସର୍ବେକ୍ଷଣ କାର୍ଯ୍ୟକ୍ରମ ଚାଲୁରହିଛି | ଏବେ ଅନୁଭବ କରାଗଲା ଯେ ଏହି ମାଧ୍ୟମରେ ଚାଷୀମାନଙ୍କୁ ଦିଆଯାଇଥିବା ରୋଗପୋକ ପରିଚାଳନା ସମ୍ବଦ୍ଧିୟ ପରାମର୍ଶ ସମୟସାପେକ୍ଷ | ତେଣୁ, ଏହାକୁ ଅଧିକ କୃଷକ ଉପଯୋଗୀ ଓ ସହଜ କରିବାପାଇଁ ମୋବାଇଲ୍ ଆପ୍ ର ପ୍ରବର୍ତ୍ତନ କରାଗଲା |

ନୂଆ ଘଟଣାସମୂହ

button menu
button menu
button menu
button menu
button menu

Error message

Warning: Creating default object from empty value in ctools_access_get_loggedin_context() (line 1411 of /var/www/html/sites/all/modules/ctools/includes/context.inc).

ସାଇଟ୍-ମାପ

Site-map

ଆମ ସହିତ ଯୋଗାଯୋଗ

ଇ-ରୋଗ ପୋକ ସର୍ବେକ୍ଷଣ ଓ ପୋକ ପରିଚାଳନା (ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା)
ବନସ୍ପତି ରକ୍ଷା ଅଧିକାରୀ, ବରମୁଣ୍ଡା, ଭୁବନେଶ୍ୱର
ଓଡିଶା, ପିନ - ୭୫୧୦୦୩
ଯୋଗାଯୋଗ ସୂଚନା: ୦୬୭୪-୬୬୬୭୧୭୧ (ଆମ କୃଷି)
ଇ-ମେଲ୍: jdappodisha[at]gmail[dot]com
ଅଧିକାରୀଙ୍କ ସହିତ ଯୋଗାଯୋଗ
Rupak Kumar Mahalik : +91-9668685805
ବୈଷୟିକ ସହାୟତା
Subhasini : subhasinsahoo[at]gmail[dot]com